୧୯ ଦିନ ପରେ ବଢିଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: ବୋଧହୁଏ କର୍ଣ୍ଣାଟକ ନିର୍ବାଚନ ଶେଷହେବା ପର୍ଯ୍ୟନ୍ତ ତେଲ କମ୍ପାନିମାନେ ଅପେକ୍ଷା କରିଥିଲେ । ବିଶ୍ୱ ବଜାରରେ ତେଲ ଦର ବଢିଚାଲିଥିଲେ ମଧ୍ୟ ଗତ ୧୯ ଦିନ ଧରି ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବଢି ନଥିଲା । ଏବେ ନିର୍ବାଚନ ସରିବା ପରେ ଆଜି ପେଟ୍ରୋଲ ଓ ଡିଜେଲ ଦର ବଢିଛି । ପେଟ୍ରୋଲ ଲିଟର ପିଛା ୧୭ ପଇସା ଓ ଡିଜେଲ ୨୧ ପଇସା ବଢିଛି … Continue reading ୧୯ ଦିନ ପରେ ବଢିଲା ପେଟ୍ରୋଲ ଓ ଡିଜେଲ ଦର